କୋରେଇ: ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଟାଉନ ଜିଲ୍ଲା ପରିଷଦ ସଭା ଗୃହରେ ନିରନ୍ତର ବିକାଶ ଲକ୍ଷ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ
Korai, Jajpur | Nov 27, 2025 ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଟାଉନ ଜିଲ୍ଲା ପରିଷଦ ସଭା ଗୃହରେ ନିରନ୍ତର ବିକାଶ ଲକ୍ଷ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି l ଆଜି ମୁଖ୍ୟ ଉନ୍ନୟନ ଯଥା ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ରେ ବିଭିନ୍ନ ବ୍ଲକର ବିଡ଼ିଓ, ତହସିଲଦାର ଓ ଲାଇନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ 17 ଗୋଟି ଏସଡିଜି ଯୋଜନା ଉପରେ ଆଲୋଚନା କରାଯାଇଥିଲା l