କୋଟପାଡ: ତଲାମାଳିଗୁଡା ର ଅର୍ଦ୍ଧ ନିର୍ମିତ ମନ୍ଦିର ସହ ବିଭିନ୍ନ ସ୍ଥାନର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ରଘୁରାମ ମାଛ l
Kotpad, Koraput | Oct 21, 2025 ତଲାମାଳିଗୁଡା ର ଅର୍ଦ୍ଧ ନିର୍ମିତ ମନ୍ଦିର ସହ ବିଭିନ୍ନ ସ୍ଥାନର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ରଘୁରାମ ମାଛ l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମହୁଲି ପଂଚାୟର ତଲାମାଳିଗୁଡାରେ ମଧ୍ୟହ୍ନ ବାରଟା ସମୟରେ ପହଂଚିଥିଲେ କୋରାପୁଟ ବିଧାୟକ ରଘୁରାମ ମାଛ l ଗାଁ ର ଅର୍ଦ୍ଧ ନିର୍ମିତ ମନ୍ଦିର ସ୍ଥିତି ଅନୁଧ୍ୟାନ କରିବା ସହ ମନ୍ଦିର ନିର୍ମାଣ ପାଇଁ ଉଚିତ ପଦକ୍ଷେପନିଆଯିବ ବୋଲି କହିଛନ୍ତି l ସେହିପରି ଗାଁ ର ରାସ୍ତା, ପାଣି ସମସ୍ୟା କୁ ନେଇ ତଦରକ କରିଥିଲେ l ଏହି ଅବସରରେ ମହୁଲି ପଞ୍ଚଯାତର ଗାଁ ର ବିଭିନ୍ନ ଉନ୍ନୟନ ମୂଳକକାର୍ଯ୍ୟ ସମୀକ୍ଷା କରିଥିଲେ l