Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ବୀରମହାରାଜପୁର: କୁତମେଣ୍ଡା ଜଙ୍ଗଲରୁ ଗଲିତ ସବ ଉଦ୍ଧାର କଲା ଉଲୁଣ୍ଡା ପୁଲିସ, ପୋଲିସର ତଦନ୍ତ ଜାରି

ଉଲୁଣ୍ଡା ଥାନା ଅନ୍ତର୍ଗତ କୁତମେଣ୍ଡା ଜଙ୍ଗଲରୁ ଆଜି ଅପରାହ୍ନ 3ଟାରେ ଗଲିତ ସବ ଉଦ୍ଧାର କରିଛି ପୁଲିସ l ସୂଚନା ଅନୁସାରେ ଆଜି ଜଙ୍ଗଲକୁ କିଛି ମହିଳା ଜଙ୍ଗଲକୁ ଯାଇଥିଲେ l ସେଠାରେ ସବ ପଡ଼ିଥିବା ଦେଖିଥିଲେ l ଏହି ଘଟଣା ଚାରିଆଡ଼େ ପ୍ରଘଟ ହୋଇଥିଲା l ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସଭ୍ୟ ଜବତ୍ କରିଛି l ତେବେସବତି ପଚି ଶଢ଼ୀ ଯାଇଥିବାରୁ ଚିଂହନଟ ହୋଇ ପାରିନାହିଁ l ସବ ପାଖରୁ ବିଷ ବୋତଲ, ଚପଳ ଏବଂ ଟଙ୍କା ପଡ଼ିଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ଆଇ ଆଇସି ଲିଙ୍ଗରାଜ ସେଠୀ ପହଞ୍ଚି ତାଦଣ୍ଟ ଜାରି ରଖିଛନ୍ତି l

MORE NEWS