ସୋନପୁର: ଗଡ଼ଯାତର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଆଜି ସିଦ୍ଧିଦାତ୍ରୀ ବେଶ ବେଶ ଧାରଣ କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି।
ସୁବର୍ଣ୍ଣପୁର ଗଡ଼ଯାତର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଆଜି ସିଦ୍ଧିଦାତ୍ରୀ ବେଶ ବେଶ ଧାରଣ କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି। ସୁବର୍ଣ୍ଣପୁରର ଗଡ଼ଜାତ ର ଅଧିଷ୍ଟାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ଆଜି ହେଉଛି ସିଦ୍ଧିଦାତ୍ରୀ ବେଶ । ଗତକାଲି ମାଁ ମହାଗୌରୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆସନ୍ତା କାଲି ମାଁ ମହିଷାସୁର ମର୍ଦ୍ଦିନୀ ବେଶ ଧାରଣ କରିବେ:ଏବେ ନବରାତ୍ର ପାଇଁ ପ୍ରତ୍ୟେକ ଦିନ ମାଁ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ସକାଳୁ ବଡିଭୋରରୁ ଦ୍ୱାରଫିଟା ପରେ ମାଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ ।ସିଦ୍ଧିଦାତ୍ରୀ ବେଶ କରାଯାଇଥିଲା