ମାଲକାନଗିରି: ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମାଲକାନଗିରି ଜିଲ୍ଲାର ଚମ୍ପା ରାସପେଦାଙ୍କୁ ଭୁବନେଶ୍ବର ଠାରେ ସମ୍ବର୍ଦ୍ଧନା ଦେଲେ ରାଜ୍ଯପାଳ
Malkangiri, Malkangiri | Sep 6, 2025
ଜନଜାତିର ଝିଅ ଚମ୍ପା ରାସପେଦା ଦିଦାୟୀ ସମ୍ପ୍ରଦାୟରୁ ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତାଙ୍କ ପାଠପଢାର...