ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ୫୭ନମ୍ୱର ଜାତୀୟ ରାଜପଥ ଜମଟାଙ୍କି ଛକ ନିକଟରେ ଟ୍ରକ ଧକ୍କାରେ ତିନିଜଣ ଗୁରୁତର ହୋଇଛନ୍ତି l ଗୁରୁତର ତିନିଜଣ ହେଲେ ଜମଘାଟି ଗ୍ରାମର ଉଭୟ ସ୍ୱାମୀ ଓ ସ୍ତ୍ରୀ ସହ ଜଣେ ପୁଅ l କୌଣସି କାମରେ ବାଗଡ଼ିଆ ଗ୍ରାମକୁ ଯାଇ ଘରକୁ ଫେରୁଥିବା ବେଳେ ଜମଟାଙ୍ଗି ନିକଟରେ ବୌଦ୍ଧ ପଟରୁ ଆସୁଥିବା ଦ୍ରୁତଗାମୀ ଟ୍ରକ ଧକାରେ ସ୍କୁଟି ରେ ବସିଥିବା ତିନିଜଣ ଗୁରୁତର ହୋଇଛନ୍ତି