ଝାରସୁଗୁଡା ଜିଲ୍ଲା ବଡ଼ମାଳ ଥାନା ଅଂଚଳ ରେ ଜୁଆଖେଳ ଚାଲିଥିବା ବେଳେ ଚଡାଉ କରି ୮ ଜଣ ଅଭିଯୁକ୍ତକୁ ଗିରଫ କରି ଆଜି ଶନିବାର କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ତରଫରୁ ରାତି ନଅଟା ସମୟରେ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ମାଳ ଥାନା ବଡ଼ମାଳ ପଞ୍ଚାୟତ ଅଞ୍ଚଳରେ ଜୁଆଖେଲ ଚାଲିଥିବା ନେଇ ଖବର ପାଇ ଘଟଣାସ୍ଥଳରେ ବଡ଼ମାଲ ପୋଲିସ ପକ୍ଷରୁ ଆଇଆଇସିଙ୍କ ନିର୍ଦେଶରେ ଚଡାଉ କରାଯାଇଥିଲା |ଚଢ଼ାଉ ସମୟରେ ଜୁଆଖେଲ ସ୍ଥାନ ରୁ ସାହାପଡା ଅଂଚଳ ର ସଞ୍ଜୟ ପାଣିଗ୍ରାହୀ, ନୃପେନ୍ଦ୍ର ପ୍ରଧାନ, ଜଗବନ୍ଧୁ ସା, ଦିନେଶ ସାହୁ, ଅମୁଲ୍ୟ ପ୍ରଧାନ, ପିଙ୍କୁ ବାରିକ,