ସୁକିନ୍ଦା: ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ଖଣି କର୍ମଚାରୀ ମାନଙ୍କ ସହିତ ଆଲୋଚନା କଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
Sukinda, Jajpur | Sep 29, 2025 ସୁକିନ୍ଦା ଖଣି ଅଞ୍ଚଳ ସ୍ଥିତ ବାଲେଶ୍ଵର ଇସ୍ପାତ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନେଇ ଅନେକ କର୍ମଚାରୀ ମାନେ ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀଙ୍କୁ ଭେଟି ବିଶେଷ ଆଲୋଚନା କରିଥିବା ରବିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି । ମନ୍ତ୍ରୀ କର୍ମଚାରୀ ମାନଙ୍କ ସହିତ ଆଲେଚନା ପରେ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।