ବାଲିଗୁଡା: ବାଲିଗୁଡା ପୁଲିସ ର ଚେକିଂ କଡାକଡି, କାଲି ଠାରୁ ସଂନ୍ଧ୍ୟା 5ଘଣ୍ଟିକା ରେ ହେବ ଲିକର ସପ ବନ୍ଦ,
ବାଲିଗୁଡା ପୁଲିସ ର ଚେକିଂ କଡାକଡି, କାଲି ଠାରୁ ସଂନ୍ଧ୍ୟା 5ଘଣ୍ଟିକା ରେ ହେବ ଲିକର ସପ ବନ୍ଦ, ରବିବାର ରାତି 7ଘଣ୍ଟିକା ସମୟରେ ଏହି ସୁଚନା ଟି ଦେଇଛନ୍ତି ବାଲିଗୁଡା IICସୂଚନା ଦେଇଛନ୍ତି, ସୁଚନା ମୁତାବକ ଗାନ୍ଧି ଜୟନ୍ତୀ ଏବଂ ରେ ମଦ କାଉଣ୍ଟର ବନ୍ଦ ରହିବା ସହ ତାର ବାସିଦିନ ମଧ୍ୟ ଜିଲ୍ଲାପାଳ ଙ୍କ ପରମିସନ ଅନୁସାରେ ବନ୍ଦ କରିବାକୁ ପ୍ରୟାସ ଚାଲିଛି କହିଛନ୍ତି IIC, ଆସନ୍ତାକାଲି ଠାରୁ ସଂନ୍ଧ୍ୟା 5ଘଣ୍ଟିକା ଠାରୁ ମଦ କାଉଣ୍ଟର ବନ୍ଦ ରହିବ ବଲି ସୁଚନା ମିଳୁଛି