ଛତ୍ରପୁର: ପିଲାଙ୍କୁ ବସ୍ତାନୀ ବୋଝ ଲଦୁଛି ଘରୋଇ ସ୍କୁଲ, ଲାଞ୍ଜିପଲୀ ଠାରେ ପ୍ରତିକ୍ରିୟା ରଖିଲେ ବୁଦ୍ଧିଜୀବୀ
ଘରୋଇ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଉପରେ ଅଧିକ ଲୋଡ୍ ଦିଆଯାଉଛି। ଆବଶ୍ୟକ ଠାରୁ ଅଧିକ ଓଜନର ବ୍ଯାଗ ବୋହୁଛନ୍ତି ଛାତ୍ର ଛାତ୍ରୀ। ବୁଧବାର ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ଲାଞ୍ଜିପଲୀ ଠାରେ ଏଭଳି ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି ବୁଦ୍ଧିଜୀବୀ ମନୋଜ କୁମାର ତରାଇ।