ଛତ୍ରପୁର: ଇନଷ୍ଟା ଗ୍ରାମରେ ଆପତ୍ତି ଜନକ ଫୋଟ ପୋଷ୍ଟ୍ ଓ ମେସେଜ କରି ବ୍ରହ୍ମପୁର ସାଇବର ଥାନା ପୋଲିସ ଦ୍ବାରା ଗିରଫ ହେଲେ ଦୁର୍ବନ୍ଧ ଗ୍ରାମର ଯୁବକ
Chhatrapur, Ganjam | Sep 12, 2025
ସୋସିଆଲ ମିଡିଆରେ ଆପତ୍ତି ଜନକ ଫୋଟ ପୋଷ୍ଟ କରିବା ପଡିଲା ମହଙ୍ଗା। ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁର...