Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ପଦ୍ମପୁର: ଖେମେଡଖାର ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲାବନ୍ଦ କରି ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅବିଭାବକ।

ବିଦ୍ୟାଳୟରେ ତାଲାବନ୍ଦ କରି ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅବିଭାବକ। ଶିକ୍ଷକ ନିଯୁକ୍ତ ଦାବିରେ ଖେମେଡଖାର ବିଦ୍ୟାଳୟରେ ପଡିଲା ତାଲା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖେମେଡଖାର ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହି ବିଦ୍ୟାଳୟକୁ ନିତିଦିନ ଆଖପାଖ ପାଞ୍ଚଗୋଟି ଗାଁର ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଆସିଥାନ୍ତି। ନିକଟରେ ଏହି ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ପାଠ ପଢ଼ାଉଥିବା ଶିକ୍ଷକ ଟିକେଚାନ୍ଦ ବାରିକଙ୍କୁ ସିଆରସିସି ଭାବେ ଦାୟିତ୍ବ ଦେବା ପରେ ସେ କାର୍ଯ୍ୟାଳୟ କାମ ଯୋଗୁ ପାଠ ପଢାଉ ନାହାନ୍ତି ।

MORE NEWS