ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ୨୧ ଗୋଟି ପଞ୍ଚାୟତ ରେ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରକୁତ ଗରିବ ହିତାଧିକାରୀ ଯେଉଁ ଚାଉଳ ବଣ୍ଟନ ପାଇଁ ଧାର୍ଯ୍ୟ ରହିଛି ତାହାଠାରୁ କମ ଓଜନ ରେ ମିଳୁଥିବା ପୂର୍ବରୁ ଅଭିଯୋଗ ଆସୁଥିବା ବେଳେ ଆଜି ସୁନାପଲି ପଞ୍ଚାୟତ କାର୍ଯ୍ୟଳୟ ରୁ ଆସିଛି ଏଭଳି ସାଙ୍ଘାତିକ ଚିତ୍ର. ରାଜ୍ୟ ସରକାର ଙ୍କ ପ୍ରତ୍ୟେକ ବସ୍ତା ୫୦. ୫୦୦ ରହିବା ଦରକାର ବେଳେ ବର୍ତମାନ ଓଜନ ୫୦.୧୦୦ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।