ଜି ଉଦୟଗିରି: ଭାରତୀୟ ଜନତା ପାର୍ଟି ଟିକାବାଲି ମଣ୍ଡଳ ତରଫରୁ ଆମର ସମସ୍ତଙ୍କର ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜୟନ୍ତୀ ପାଳିତ
ଭାରତୀୟ ଜନତା ପାର୍ଟି ଟିକାବାଲି ମଣ୍ଡଳ ତରଫରୁ ଆମର ସମସ୍ତଙ୍କର ଲୋକପ୍ରିୟ ନେତା ତଥା ଭାରତ ସରକାରଙ୍କ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ୭୫ ତମ ପବିତ୍ର ଜନ୍ମଦିବସ ଉପଲକ୍ଷେ ମା ପାଇଁ ଗଛଟିଏ ରୋପଣ କାର୍ଯ୍ୟକ୍ରମ ସଙ୍ଗେ ସଙ୍ଗେ ପୂର୍ବତନ ଅବକାରୀ ନିରୀକ୍ଷକ ଇନିସପେକ୍ଟର ଶ୍ରୀଯୁକ୍ତ ଦୁର୍ଯ୍ୟଧନ ଦିଗାଲ ଆଜି ପବିତ୍ର ମୋଦୀ ଜି ତଥା ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ଶ୍ରୀଯୁକ୍ତ ଦିଗାଲ ଙ୍କ ଆଗ୍ରହ କ୍ରମେ ଟିକାବାଲି ମଣ୍ଡଳସଭାପତି ଶ୍ରୀଯୁକ୍ତ କପିଳାସ କହଁର, ପାବୁରିଆ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ପ୍ରଧାନ, ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ.