ଲକ୍ଷ୍ମୀପୁର: କେନ୍ଦୁପାଇ ଗାଁ ନିକଟ ପହାଡରେ ବାରହା ଫାଶରେ ପଡ଼ି ୨ଜଣଙ୍କ ମୃତ ଶରୀର ଶବ ବ୍ୟବଛେଦ ପରିବାର ବର୍ଗଙ୍କୁ ହସ୍ତାନ୍ତର,ପୋଲିସ୍ ତଦନ୍ତ ଆରମ୍ଭ
କେନ୍ଦୁପାଇ ଗ୍ରାମ ପାଖ ପାହାଡ଼ରେ ଗାଈ ଖୋଜିବାକୁ ଯାଇ ଦୁଇଜଣ ଆଦିବାସୀ ଯୁବକ ବାରିଆ ଫାସ ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ବେଳେ ଆଜି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏଥିସହ ପୋଲିସ ଗ୍ରାମବାସୀଙ୍କ ବୟାନ ରେକଡ଼ କରି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତଦନ୍ତ ଚଳେଇଥିବା ଦିନ ୧ଟେ ସମୟରେ ସୂଚନା।