ଖଲ୍ଲିକୋଟ୍: ଆଇତିପୁର ପଞ୍ଚାୟତରେ ସରପଞ୍ଚଙ୍କ ଜାଲ ଦସ୍ତଖତ ଓ ପ୍ୟାଡ଼ରେ ଇନସ୍ୟୁରାନ୍ସ କ୍ଲେମ, ତଦନ୍ତ ପାଇଁ ଥାନାରେ ଅଭିଯୋଗ
Khalikote, Ganjam | Aug 9, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତ ରେ ବ୍ୟାପକ ଇନ୍ସୁରାନ୍ସ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ନିକଟରେ ମୃତ୍ୟୁ ବରଣ କରିଥିବା ଜଣେ...