ଭଟଲି: ଚାକିରି କରାଇଦେବୁ କହି ଠକେଇରେ ବାଞ୍ଜିପାଲି ଗ୍ରାମରେ ଜଣକୁ ଗିରଫ କଲା ଭଟଲି ପୋଲିସ।
ଚାକିରି କରାଇଦେବୁ କହି ଠକେଇରେ ବାଞ୍ଜିପାଲି ଗ୍ରାମରେ ଜଣକୁ ଗିରଫ କଲା ଭଟଲି ପୋଲିସ। ଭଟଲିଥାନାଅନ୍ତର୍ଗତବାଞ୍ଜିପାଲିଗ୍ରାମରଜଣେବ୍ୟକ୍ତିସଫେଇକର୍ମଚାରୀ ଭାବରେ ଚାକିରି କରାଇଦେବି କହିଠକେଇ କରିଥିବାରୁ ଆଜି ସକାଳ ୭ଟାରେ ଭଟଲି ପୋଲିସ ବାଞ୍ଜିପାଲି ଗ୍ରାମକୁ ଯାଇ ଠକିଥିବା ଶ୍ରବଣ ତାଣ୍ଡି କୁ ଗିରଫ କରିଛି।ସେହିପରି ଭାବରେ ବରାହା ଗୁଡା ଗ୍ରାମକୁ ଯାଇ ସେଠାରେ ମଧ୍ୟ ଗ୍ରାମର ବିନୋଦ କୁମ୍ଭାର କୁ ଗିରଫ କରାଯାଇଛି।ଭଟଲି ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭଟଲି ଥାନା କମଗାଁ ଗ୍ରାମର ଦୁଲଣା କୁମ୍ଭାର ସଫେଇ କର୍ମଚାରୀ ଭାବରେ ଚାକିରି ଆଶା ନେଇ ଠକେଇ ର ଶିକାର ହୋଇଥିଲେ।