ବାରିପଦା ମ୍ୟୁନିସିପାଲଟି: ନରଣପୁର ଗାଁରେ ଚଳନ୍ତା ଆମୁଲାନ୍ସ ରୁ ଡେଇଁ ଯୁବକଙ୍କ ମୃତ୍ୟୁ; ବାରିପଦା PRM ମେଡିକାଲରେ ଶବ ହେଲା ବ୍ୟବଛେଦ
Baripada M, Mayurbhanj | Aug 19, 2025
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନରଣପୁର ଗାଁ ମୁଣ୍ଡରେ ୪୫ ବର୍ଷୀୟା ସପନ ସିଂ ନାମକ ଏକ ଯୁବକ ନିଶାକ୍ତ ଅବସ୍ଥାରେ ସଂଜ୍ଞାହୀନ ହୋଇ...