ଖଲ୍ଲିକୋଟ୍: ତେନ୍ତୁଳିଆପଲ୍ଲୀ ଓ ଭେଜିପୁଟ ଛକରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ର ଚଢ଼ାଉ; ୧୯୮ ଲିଟର ଦେଶୀମଦ ସହ ବାଇକ ଓ ସ୍କୁଟି ଜବତ, ୨ ଗିରଫ
Khalikote, Ganjam | Sep 1, 2025
ତେନ୍ତୁଳିଆପଲ୍ଲୀ ଓ ଭେଜିପୁଟ ଛକରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଚଢ଼ାଉ କରି ୧୯୮ ଲିଟର ଦେଶୀମଦ ସହ ଗୋଟିଏ ବାଇକ ଓ ସ୍କୁଟି କୁ ଜବତ କରିବା ସହ ୨...