ବଲାଙ୍ଗୀର ଜିଲ୍ଲା ର ସ୍କୁଲ ଯୋଜନା ରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି। ପିଣ୍ଟୁ ମିଶ୍ର ଙ୍କ ଅଭିଯୋଗ ଅନୁଯାୟୀ, କୋଟି କୋଟି ଟଙ୍କା ଚଳୁ କରି ନିମ୍ନମାନ ର କାମ ହୋଇଛି। ଏହା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ କହିଛନ୍ତି — ଦୁର୍ନୀତି ଥିଲେ ନିଶ୍ଚିତ କାର୍ଯ୍ୟନୁଷ୍ଠାନ ହେବ।