Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ବ୍ଲକର ହରିଗଡ ଗ୍ରାମ ଚାଷ ଜମିରେ ଚକଡା ପୋକ ଅ।ତଙ୍କ ଘଟଣାସ୍ଥଳ ପରିଦର୍ଶନ କରିଲେ କୃଷି ବିଭାଗର ଅଧିକାରୀ ମାନେ ।

Bhanjanagar, Ganjam | Oct 18, 2025
ଗଂଜାମ ଜିଲ୍ଲା ଭଂଜନଗର ବ୍ଲକର ହରିଗଡ ଗ୍ରାମ ଚାଷ ଜମିରେ ଚକଡା ପୋକ ଅ।ତଙ୍କ ଘଟଣାସ୍ଥଳ ପରିଦର୍ଶନ କରିଲେ କୃଷି ବିଭାଗର ଅଧିକାରୀ ମାନେ । କୃଷି ବିଭାଗର ଅଧିକାରୀ ମାନେ ଅ।ଜି ଦିନ 10 ଘଣ୍ଟ ସମୟରେ ହରିଗଡ ଗ୍ରାମରେ ପହଁଚି ବିଭିନ୍ନ ଚାଷ ଜମି ବୁଲିବା ସହ ଚାଷୀ ମାନଙ୍କ ସହ ଅ।ଲୋକପାତ କରିଥିଲେ । ଏଥିସହ ଫଲସରେ ଚକଡା ପୋକ ଲାଗିଛି କି ନାହିଁ ତାହାର ମଧ୍ୟ ଅନୁଧ୍ୟାନ କରିଥିଲେ କୃଷି ବିଭାଗର ଅଧିକାରୀ ମାନେ ।

MORE NEWS