ବଲାଙ୍ଗୀର: ଦେଓଗାଁ ଲଣ୍ଡା ପଥର ଗ୍ରାମରେ ସ୍ୱାମୀଙ୍କ ନିସ୍ତୁକ ମାଡରେ ଗୁରୁତର ହେଲେ ସ୍ତ୍ରୀ ଯୌତୁକ ନିର୍ଯାତନା ଅଭିଯୋଗ
ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅଧୀନ ଲଣ୍ଡା ପଥର ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ସ୍ୱାମୀଙ୍କ ନିସ୍ତୁକ ମାଡ଼ରେ ଗୁରୁତର ହୋଇଛନ୍ତି ଜଣେ ମହିଳା ସୂଚନା ଅନୁଯାୟୀ, ସ୍ୱାମୀ ପ୍ରେମ ରାଜ ନନ୍ଦ, ଘରୋଇ କଳହ ଓ ଯୌତୁକ ନିର୍ଯାତନାକୁ ନେଇ ତାଙ୍କୁ ନିସ୍ତୁକ ଭାବରେ ମାଡ଼ ମାରିଥିଲେ। ଯେଉଁ ଥିରେ ମହିଳାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଵା ଜଣା ପଡିଛି ରକ୍ତାକ୍ତ ଅବସ୍ଥାରେ ସେ କୌଣସି ଭାବେ ଘଟଣାସ୍ଥଳ ରୁ ଖସି ପଳାଇ ତାଙ୍କର ବାପଘରକୁ ଆସିପହଞ୍ଚିଥିଲେ। ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପରେ, ଗୁରୁତର ଅବସ୍ଥାରେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ