ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଢେଙ୍ଗୁରପାନୀ ତୁରୀପଡା ଗ୍ରାମ ରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଆଜି ସୂଚନା ମିଳିଛି। ଗତକାଲି ରାତ୍ରି ରେ ଯୁବକ ଜଣଙ୍କ ଘରୋଇ କଳହ କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି। ରାଜଗାଙ୍ଗପୁର ଥାନା ଆଇଆଇସି ବିଜୟ କୁମାର ଦାଶ ଙ୍କର ନିର୍ଦ୍ଦେଶକ୍ରମେ ଶବ ଉଦ୍ଧାର ରଖାଯାଇଥିବା ସୂଚନା ମିଳିଛି।