କଟକ ପୌରାଞ୍ଚଳ: ଦୋକାନରେ ପସି ଚୋରି ଅଭିଯୋଗରେ ମଧୁପାଟଣା ପୋଲିସ ବାଲି ସାହି ରୁ ବୁଧବାର ଅଭିଯୁକ୍ତ କୁ ଗିରଫ କରିଛି
Cuttack M Corp PS, Cuttack | Aug 27, 2025
ଘାଟ କୂଳ ନଦୀବନ୍ଧ ରାସ୍ତାରେ ଥିବା ଏକ ଦୋକାନ ରି ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ବୁଧବାର ସନ୍ଧ୍ୟା ୬ ଟା ବାଲି ସାହି ରୁ ଅଭିଯୁକ୍ତ କୁ...