ଜି ଉଦୟଗିରି: ଆଜି ବିଲ୍ଵ ବରଣ ଉଚ୍ଚବ ଅନୁଷ୍ଠିତ ଜି ଉଦୟଗିରି ଠାରେ ଅନୁଷ୍ଠିତ ହୋଇଅଛି. ବରାଳଦେବୀ ଙ୍କ ଠାରୁ ଆଜ୍ଞା ମାଳ ପରେ ବିଲ୍ଵ ବରଣ ଉଛବ ହୋଇଥିଲା
ଆଜି ବିଲ୍ଵ ବରଣ ଉଚ୍ଚବ ଅନୁଷ୍ଠିତ ଜି ଉଦୟଗିରି ଠାରେ ଅନୁଷ୍ଠିତ ହୋଇଅଛି. ବରାଳଦେବୀ ଙ୍କ ଠାରୁ ଆଜ୍ଞା ମାଳ ପରେ ବିଲ୍ଵ ବରଣ ଓ ରାଧା କୃଷ୍ଣ ମନ୍ଦିର ରୁ ଗଙ୍ଗା ଜଳ ଅଣା ଯାଇଥୁଲା.ବାଦ୍ୟ, ମୃଦଙ୍ଗ ବଜାଇ ଶହ ଶହ ଭକ୍ତ ସାମିଲ ହୋଇଥିଲେ.