ସୋନପୁର: ସୁବଳୟାରେ 47 ତମ ଗୋକୁଳାଷ୍ଟାମୀ ମୋହତ୍ସବ ଶୁଭାରମ୍ଭ
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ଐତିହାସିକ ସହର ସୁବଳୟାରେ ଦୀର୍ଘ 47 ବର୍ଷ ହେଲା, ବଳଦେବ କ୍ଲବ ଆନୁକୂଲ୍ୟରେ ଗୋକୁଳାଷ୍ଟାମୀ ମହୋତ୍ସବ ବଡ ଧୁମ ଧାମରେ ପାଳନ ହୋଇ ଆସୁଛି l ଏହି କ୍ରମରେ କୃଷ୍ଣ କଥା ଉପରେ ଆଧାରିତ ଏହି ଲୀଳା ନାଟକ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 2.30 ମିନିଟ ପର୍ଯ୍ୟନ୍ତ ମଞ୍ଚସ୍ଥ ହୋଇଥିଲା l ନାଟକ ଆରମ୍ଭ ପୂର୍ବରୁ ପ୍ରଥମେ କଳାକାର ମାନେ ପୌର୍ଣ୍ଣମାସୀ ବନ୍ଦନା ଗାନ କରିଥିଲେ ଏବଂ ତାପରେ ଆରମ୍ଭ ହେଲା ଲୀଳା ନାଟକ ଗୋକୁଳାଷ୍ଟାମୀ l ଏହି ନାଟକ ଦେଖିବାକୁ ଅଂଚଳର ଶହ ଶହ ଦର୍ଶକଙ୍କ ଭିଡ଼ ଜାମୁଥିବା ବ