ମାଲକାନଗିରି: ଜିଲ୍ଲାର କୃଷିଭିତ୍ତିକ କାର୍ଯ୍ଯ ପରିଦର୍ଶନ ଓ ଜଗନ୍ନାଥପାଲି ବିଦ୍ୟାଳୟରେ ଶ୍ରୀ ଅନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କୃଷି ଅତିରିକ୍ତ ସଚିବ
Malkangiri, Malkangiri | Sep 9, 2025
ଓଡ଼ିଶା ସରକାରଙ୍କ ତରଫରୁ କୃଷି ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର ମାଲକାନଗିରି ଜିଲ୍ଲାର କୃଷିଭିତ୍ତିକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ।...