ଫୁଲବାଣୀ ସହର: ଫୁଲବାଣୀ ଠାରେ ବିଜେପିର ସମ୍ପାଦକ ଭଗବାନ ମହାନ୍ତି ଙ୍କ ବାସଭବନ ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ମହୋଦୟ ଆମ କନ୍ଧମାଳ ଜିଲ୍ଲାର ବରିଷ୍ଠ ନେତା ଶ୍ରୀଯୁକ୍ତ ଭଗବାନ ମହାନ୍ତି ଭାଇଙ୍କୁ ରାଜ୍ୟ ବିଜେପି ସମ୍ପାଦକ ଦାୟିତ୍ବ ଦେଇ କନ୍ଧମାଳ ଜିଲ୍ଲା ବିଜେପିକୁ ଗୌରବାନିତ୍ବ କରିଥିବା ବେଳେ ଆଜି ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ମୁଁ ଏବଂ ବିଧାୟକ ପ୍ରତିନିଧୂ ଲଳିତ ଦିଗାଲ, ସାଂସଦ ପ୍ରତିନିଧୂ ରାଜେନ୍ଦ୍ର ମାଝୀ ଙ୍କ ସମେତ ସକ୍ରିୟ କାର୍ଯ୍ୟକର୍ତ୍ତା ଜଗଦୀଶ