ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଥାନା ର ଜଣେ ପୋଲିସ ଅଫିସର ଉପରେ ଦୁର୍ନୀତି ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଗଭୀର ଅଭିଯୋଗ ଉଠିଛି। ଥାନା ଅଞ୍ଚଳର ଅନେକ ସ୍ଥାନୀୟ ବାସିନ୍ଦା ମିଶି ବଲାଙ୍ଗୀର SP ଙ୍କ ଠାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସେହି ଅଫିସର ଦୀର୍ଘଦିନ ଧରି ଗୋରୁ ଚାଲାଣ, କଫ ସିରଫ ଓ ରନ୍ଧା ମଦ ଚାଲାଣ ଭଳି ଅନକେ କାମରେ ଲିପ୍ତ ରହୁଛନ୍ତି ଏହାସହ ଥାନା ଅଞ୍ଚଳରେ ଭିଭିନ୍ନ ଅସାମାଜିକ ବ୍ୟକ୍ତିମାନଙ୍କୁ ସହାୟତା ଦେବା ଅଭିଯୋଗ ମଧ୍ୟ ଉଠିଛି। SP ଙ୍କୁ ଲୋଇସିଂହା ବାସି ନିଷ୍ପକ୍ଷ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ବୋଲି ଆଜି ଅପରା