ବୌଦ୍ଧ ସଦର: ହରଭଙ୍ଗା ଅବକାରୀ ପୋଲିସର ଚଢ଼ାଉ ନୂଆଗାଁରୁ ୩୮୦କେଜି ପୋଚ, ୩୦ଲିଟର ମଦ ଜବତ କରି ନଷ୍ଟ କରିବା ସହିତ ରାଧାନାଗାରରୁ ୩.୬ବିଅର ଜବତ
Baudh Sadar, Boudh (Bauda) | Sep 8, 2025
ଆଜି ସକାଳ ପାଖପଖି ୧୧ଟା ସମୟରେ ହରଭଙ୍ଗା ଅବକାରୀ ପୋଲିସ OIC ରବୀନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବେଆନ ମଦ କାରବାର ଧରିବା ନେଇ ବାହାରି ୨ଟି...