ବୀରମହାରାଜପୁର: ବୀରମହାରାଜପୁର ଉପଖଣ୍ଡିଅ ପୋଲିସ ଅଧିକାରଙ୍କ କାର୍ଯ୍ୟାଳୟ ଘେରିଲେ ଯୁଧିଷ୍ଠିର ପୁର ଗ୍ରାମବସି
ଉପଖଣ୍ଡିଆ ପୋଲିସ ଅଧିକାରଙ୍କ କାର୍ଯ୍ୟାଳୟ ଘେରିଲେ ଯୁଧିଷ୍ଠିର ପୁର ଗ୍ରାମବସି l 6ଦିନ ପରେ ମଧ୍ୟ୍ୟ ନିଖୋଜ ହୋଇଥିବା ଅନ୍ତରାମ ପଧାନ ନିଖୋଜ ସନ୍ଧାନ ପାଉନି ପୁଲିସ l ଏଣୁ ଆଜି ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ନିଖୋଜ ଆନ୍ତରାମ ଙ୍କ ପରିବାର ସମେତ ଗ୍ରାମବାସି ଉପଖଣ୍ଡିଅ ପୋଲିସ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଛନ୍ତି l ସୂଚନା ଅନୁସାରେ ଗତ 16ତାରିଖ ଦିନ ଅନ୍ତରାମ ଖାଇପିଇ ଅପରାହ୍ନ ସମୟରେ ପରିବାର ସହିତ ସୋଇଥିଲେ l କିଛି ସମୟ ପରେ ତାଙ୍କ ମୋବାଇଲ କୁ ଏକ କଲ ଆସିଥିଲା l ତୁରନ୍ତ ସେ ଘରୁ ଚାଲିଯାଇଥିଲେ l ମାତ୍ର ସେ ଆଉ ଘରକୁ ଫେରିନଥିଲେ l ପରିବାର ଲୋ