ବାଲିଗୁଡା ରେ ଗଟାଏ ଦିନ ରେ 5MB ମାମଲା ରୁଜୁ ହଇଥିବା ନେଇ ସୁଚନା ମିଳିଛି, ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ରେ ଏହି ମାମଲା ସବୁ ରୁଜୁ କରାଯାଇଛି, , ବାଲିଗୁଡା ପୁଲିସ ବର୍ତମାନ ଆକ୍ଟିଭ ମୋଡରେ, କାରଣ ପ୍ରତ୍ୟେକ ଦିନ ଗାଡିମଟର ଚେକିଂ ସହ ଫାଇନ ସହ ମାମଲା ମଧ୍ୟ ରୁଜୁ ହଇଥିବା ନେଇ ସୁଚନା ମିଳିଛି, ତେବେ MB ଆକ୍ଟ କୂ ନମାନି ଗଟାଏ ବାଇକରେ ତିନିଜଣ ବସି ଗାଡି ଊଲାଇବା, ବିନା ଲାଇସେନ୍ସ ଗାଡି ଚଲାଇବା, ମଦ୍ୟପାନ କରି ଗାଡି ଚଲଇବା ଏବଂ ବିନା ଲାଇସେନ୍ସ ରେ ଗାଡି ଚଲାଇବା ଭଳି 5ଜଣକ ନାମରେ, MB ଆକ୍ଟ ରେ ମାମଲା ରୁଜୁ କରାଯାଇଥିବା ନେଇ ଥାନା ପକ୍ଷରୁ ସୁଚନା ମିଳିଛି