ଧର୍ମଗଡ: ଦଳସର୍ଗି ଗାଁ ରେ ଦଳିତ ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ,
ତିନି ଅଭିଯୁକ୍ତ କୋର୍ଟ ଚାଲାଣ କଲା କୋକସରା ପୋଲିସ
Dharamgarh, Kalahandi | Aug 12, 2025
କୋକସରା ଥାନା ବେହେରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଳସର୍ଗି ଗ୍ରାମରେ ଚାଷ ଜମି କୁ କେନ୍ଦ୍ର କରି ଦଳଗତ ଭାବେ କିଛି ଦଳିତ ମହିଳାଙ୍କୁ ଗ୍ରାମର...