ଛତ୍ରପୁର: ଆସନ୍ତା ସୋମବାର ଜଗନ୍ନାଥପ୍ରସାଦ ବ୍ଲକରେ ହେବ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି, ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୂଚନା
Chhatrapur, Ganjam | Sep 13, 2025
ଆସନ୍ତା ୧୫ ତାରିଖ ସୋମବାର ଦିନ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ...