ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଢ଼ାଖୋଲ ରାସ୍ତାର ଜଟେସିଂହା ହରିହର ଯୋର୍ ପୋଲ ଉପରେ ଥିବା ଗ୍ୟାସ୍ ବୋଝେଇ ଟ୍ରକରେ ଆଜି ରାତି 9ଟା ସମୟରେ କୈ।ଣସି କାରଣରୁ ନିଆଁ ଲାଗିଲା ନିଆ, ଆୟତ କଲା ଅଗ୍ନିଶମ ବାହିନୀ l ସୂଚନା ଅନୁସାରେ। ମିଳିଥିବା ସୂଚନା ଅନୁସାରେ ଏକ ଟ୍ରକ ରେଢ଼ାଖୋଲ ପଟୁ ବୀରମହାରାଜପୁରକୁ ଆସୁଥିବା ବେଳେ ଆକସ୍ମିକ ଭାବରେ ତ୍ରକ୍ରେ ନିଆ ଲାଗିଯାଇଥିଲା । ଖବର ପାଇ ବୀରମହାରାଜପୁର ଏବଂ ସୋନପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l ସମୟରେ