ପିପିଲି: ସରସ୍ଵତୀ ପୁର ପଞ୍ଚାୟତର କାଣ୍ଡିସାହି ଗ୍ରାମର ଦଳିତ ସାହିକୁ ମନରେଗା ଯୋଜନାରେ ନିର୍ମିତ ରାସ୍ତାରେ ଅନିୟମିତତା ଅଭିଯୋଗ, ପ୍ରତିକ୍ରିୟା ରଖିଲେ
Pipili, Puri | Sep 16, 2025 ପିପିଲି ବ୍ଲକ୍ ଅନ୍ତର୍ଗତ ସରସ୍ଵତୀ ପୁର ପଞ୍ଚାୟତର କାଣ୍ଡିସାହି ଗ୍ରାମର ଦଳିତ ସାହିକୁ ମନ ରେଗା ଯୋଜନାରେ ରାସ୍ତା ନିର୍ମାଣ କରଯାଇଥିବା ବେଳେ ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ଆଜି ଅପରାହ୍ନ ୩ଟାରେ ପଂଚାୟତ ନାଏବ ସରପଞ୍ଚ ରଘୁନାଥ ପ୍ରଧାନ ନିଜ ପ୍ରତିକ୍ରିୟା ରଖିଛନ୍ତି।