ଉଦଳା: ଦେବାନବାହାଳୀ ଗାଁରୁ ବନ୍ଧୁକ ଦେଖାଇ ଲୁଟ୍; ଲୁଟ୍ ର ଶିକାର ହୋଇଥିବା ବ୍ୟକ୍ତି ଦେଲେ ପ୍ରତିକ୍ରିୟା
ଉଦଳା ଶରତ ଥାନା ଅନ୍ତର୍ଗତ ଦେବାନବାହାଳୀ ଗାଁରେ ବନ୍ଧୁକ ଦେଖାଇ ଲୁଟ୍; ଏନେଇ ରବିବାର ଦିନ ପ୍ରାୟ ୧୧ଟାରେ ଲୁଟ୍ ର ଶିକାର ହୋଇଥିବା ବ୍ୟକ୍ତି ଚନ୍ଦନ କୁମାର ନାୟକ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି।