ସୋନପୁର: ତରଭା ପନ୍ଧପଡା ଅଞ୍ଚଳର ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି
ସୁବର୍ଣ୍ଣପୁର ଜିଲ୍ଲା ତରଭା ପନ୍ଧପଡା ଅଞ୍ଚଳର ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତରଭା ସହରର ପନ୍ଧପଡା ଅଞ୍ଚଳର ଜଣେ ଯୁବତୀ କୋଣସି କାରଣ ବସତହ ଆଜି ଆତ୍ମହତ୍ୟା କରିଥିବା ଅପରାହ୍ନ ୩ଟା ବେଳେ ଖବର ମିଳିଛି।ଘଟଣା ସ୍ଥଳରେ ତରଭା ପୋଲିସ ପହଞ୍ଚି ସବକୁ ଯବତ କରିବା ସହ ଅଧିକ ତଦନ୍ତ ଯାରି ରଖିଥିବା ସୂଚନା ମିଳିଛି।ମୃତ୍ୟୁ ବରଣ କରିଥିବା ଯୁବତୀ ଜଣକ ସସ୍ମିତା ମହଲା ବୋଲି ସୂଚନା ମିଳିଛି।ତେବେ ସେ କାହିଁକି ଏପରି କଲେ ପୋଲିସ ତଦନ୍ତ ଯାରି ରଖିଛି।