କେନ୍ଦ୍ରାପଡା: ବଙ୍ଗାଳପୁର ଗ୍ରାମପଞ୍ଚାୟତ କାର୍ଯ୍ୟଳୟରେ ସାଂସଦ ଖେଳ ମହୋତ୍ସବ ପାଇଁ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Kendrapara, Kendrapara | Sep 9, 2025
କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ଗ୍ରାମ ପଞ୍ଚାୟତ କାଯ୍ୟଳୟରେ ପାଟକୁରା ନେତା ତଥା ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା...