ଝାରସୁଗୁଡା: ଝାରସୁଗୁଡ଼ାରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ମୋଟ ୨୧୭୦ ଗୋଟି ମୋକଦ୍ଦମାର ଆପୋଷ ସମାଧାନ
Jharsuguda, Jharsuguda | Sep 13, 2025
ଆଜି ଶନିବାର ଦିନ ଦଶଟା ସମୟରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଝାରସୁଗୁଡ଼ା ଜିଲ୍ଲା ନ୍ୟାୟାଳୟ ଓ ଲଖନପୁର ଗ୍ରାମ୍ୟ ନ୍ୟାୟାଳୟ...