ଓରିଏଣ୍ଟ: ଅରମାସ ସିଇଓଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ, ଜିଲ୍ଲାପାଳ ଉପସ୍ଥିତିରେ ଆୟୋଜିତ ବୈଠକରେ ଓରମାସର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା
Orient, Jharsuguda | Sep 13, 2025
ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଅରମାସ ସିଇଓ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିଛନ୍ତି ଏବଂ ଆଜି ଦିନ ଚାରିଟା ସମୟରେ ଝାରସୁଗୁଡା ଜିଲ୍ଲାପାଳ...