ସୋନପୁର: ପିତାମହୁଲ ଠାରେ ପୂର୍ବତନ ଡ଼ୁମାଳ ପରିଷଦର ସଭାପତିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ
ସୂଚନା ଅନୁସାରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର,ପିତାମହୁଲ କେନ୍ଦ୍ର ଅନ୍ତର୍ଭୁକ୍ତ ପିତାମହୁଲ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ ପୂର୍ବତନ ସଭାପତି ସ୍ବର୍ଗତ ଶରତ ଗାଇଗିରିଆଙ୍କ ଅକାଳ ବିୟୋଗ ରେ ପିତାମହୁଲ କେନ୍ଦ୍ର ସଭାପତିଙ୍କ ପୌରହିତ୍ୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁର ଯୋଗଦେଇଥିଲେ, କେନ୍ଦ୍ର ସମ୍ପାଦକ ଅଶ୍ଵିନୀ ପାତ୍ର ସ୍ବର୍ଗତ ଶରତ ଗାଇଗିରିଆଙ୍କ ପିତାମହୁଲ କେନ୍ଦ୍ର ପ୍ରତି ଥିବା