କୋଟପାଡ: ରାମଗିରି ଠାରେ ଆତ୍ମନିର୍ଭର ଭାରତ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠତ l
Kotpad, Koraput | Oct 20, 2025 ରାମଗିରି ଠାରେ ଆତ୍ମନିର୍ଭର ଭାରତ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠତ l ଆଜି ମଧ୍ୟହ୍ନ ବାରଟା ଠାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଠାରେ ଆତ୍ମନିର୍ଭର ଭାରତ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି l କୋଟପାଡ଼ ବିଧାୟକ ପ୍ରତିନିଧି ପ୍ରଭାକର ରାଓ ଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଏହି କାର୍ଯ୍ୟକ୍ରମର ଉଦେଶ୍ୟ ଯେ, ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଭିତ୍ତିଭୂମି ଦୃଢ କରିବା ଏବଂ ଦେଶର ଆର୍ଥିକ କ୍ଷମତାକୁ ଏକ ନୂଆ ଗତି ପ୍ରଦାନ କରିବା ।