Public App Logo
Jansamasya
National
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation

ବଲାଙ୍ଗୀର: କଣ୍ଟାବାଞ୍ଜି ଅଞ୍ଚଳ ର ରେଲୱେ ଟ୍ରାକ୍‌ରୁ ଅଜଣା ବ୍ୟକ୍ତି ଉଦ୍ଧାର, ଭୀମଭୋଇ ମେଡିକାଲରେ ଭର୍ତ୍ତି"

Balangir, Balangir | Oct 1, 2025
କଣ୍ଟାବାଞ୍ଜି ଅଞ୍ଚଳର ରେଲୱେ ଟ୍ରାକ୍‌ ପାଖରୁ ଜଣେ ଅଜଣା ବ୍ୟକ୍ତିଙ୍କୁ ଗୁରୁତରାବସ୍ଥାରେ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍ପିଟାଲକୁ ପଠାଇଥିବା ସୂଚନା ଆଜି ରାତି ୭ଟା ସମୟରେ ଜଣା ପଡିଛି । ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଚିକିତ୍ସାଧୀନ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସ୍ଥିତି ଗୁରୁତର ଥିବା କୁହାଯାଉଛି।

MORE NEWS