ବରଗଡ: ବରଗଡ଼ ଓ ପଦମପୁର ଅଞ୍ଚଳରେ ପୋଲିସ୍ ର ରେଡ୍ ସ୍କୁଲ୍-କଲେଜ୍ ପାଖରୁ ଗୁଟଖା, ସିଗାରେଟ୍ ଓ ତମାକୁ ପଦାର୍ଥ ଜବତ
Bargarh, Bargarh (Baragarh) | Sep 6, 2025
ବରଗଡ଼ ଜିଲ୍ଲାର ସମସ୍ତ ପୋଲିସ୍ ଥାନା ପକ୍ଷରୁ ବରଗଡ଼ ଓ ପଦମପୁର SDPO ଙ୍କ ନିର୍ଦ୍ଦେରେ raid ଅଭିଯାନ ପରିଚାଳନା କରା ଯାଇଛି । ଜିଲ୍ଲାର...