କୋରାପୁଟ ସହର: କୋରାପୁଟ ସ୍ଥିତ ସଦ ଭାବନା ସଭା ଗୃହରେ ଡିଆରଡିଏ ର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ।
କୋରାପୁଟ ସହର...ଆଜି ଦିନ ଏଗାର ଟା ସମୟର କୋରାପୁଟ ସ୍ଥିତ ସଦଭାବନା ସଭା ଗୃହରେ ଡିଆରଡିଏ ର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଏଇ ବୈଠକ ରେ ଅଧକ୍ୟତା କରିଥିଲେ। ବିଶେଷ କରି କୋରାପୁଟ ଜିଲ୍ଲାର ରାସ୍ତା ଘାଟ ର ବିକାସ ସମ୍ପକ ରେ ଏଇ ବୈଠକ ରେ ଆଲୋଚନା ହୋଇଥିଲା। ଆଜିର ଏଇ ବୈଠକ ରେ କୋରାପୁଟ ଜିଲ୍ଲାର ଚଉଦ ଟି ବ୍ଲକର ସମସ୍ତ ଅଫିସର୍ ଉପସ୍ଥିତ ଥିଲେ।