Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ସୋର: କଲେଜଛକ ସମେତ ବିଭିନ୍ନ ସ୍ଥାନରେ ଖଣି ବିଭାଗର ଚଢ଼ାଉ, ବାଲି ବୋଝେଇ ହାଇୱା ସମେତ ଜେସିବି ଜବତ

Soro, Balasore | Oct 26, 2025
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜଛକ ସମେତ ବାଗୁଡ଼ି ଖାଦାନରେ ଖଣି ବିଭାଗ ତରଫରୁ ଚଢ଼ାଉ କରାଯାଇ ଏକ ବାଲି ବୋଝେଇ ହାଇୱା ସମେତ ଏକ ଜେସିବିକୁ ଜବତ କରି ସୋର ଥାନାରେ ଜିମା ଦିଆଯାଇଛି। ଏହି ସନ୍ଧ୍ୟାରେ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ କଲେଜଛକ ନିକଟରେ ଏକ ଟିମ ସହ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବାଲି ବୋଝେଇ ଗାଡି ଗୁଡିକର କାଗଜପତ୍ର ଯାଞ୍ଚ କରୁଥିଲେ। ଏହି ସମୟରେ ଓଡି ୨୨ଏବି ୩୫୩୪ ନମ୍ବର ବିଶିଷ୍ଟ ହାଇୱା ଟି ବେଆଇନ ଭାବେ ବାଲି ଚାଲାଣ କରୁଥିବା ଜାଣିପାରି ଗାଡି ଟିକୁ ଜବତ କରି ସୋର ଥାନା ଜିମା ଦେଇଛନ୍ତି।

MORE NEWS