Public App Logo
Jansamasya
National
Happydiwali
Railinfra4andhrapradesh
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv

କୋଟପାଡ: ବୈପାରୀଗୁଡା ସ୍ଥିତ କାଠମିଲ ସାହିରେ ମାଆଙ୍କ କାଳୀପୂଜା ଅନୁଷ୍ଠିତ ହେଉଛି ହୋଇଯାଇଛି l

Kotpad, Koraput | Oct 21, 2025
ବୈପାରୀଗୁଡା ସ୍ଥିତ କାଠମିଲ ସାହିରେ ମାଆଙ୍କ କାଳୀପୂଜା ଅନୁଷ୍ଠିତ ହେଉଛି ହୋଇଯାଇଛି l ଗତ କାଲି ବିଳମ୍ବିତ ରାତିରେ  ଧୂପ ଦୀପ ଫୁଲ ଚନ୍ଦନ କର୍ପୂର ଝୁଣା ଆଦି ବିଭିନ୍ନ ସାମଗ୍ରୀରେ ମାଆଙ୍କର ଗୁପ୍ତ ପୂଜା କରାଯାଇଥାଏ। ସ୍ଥାନୀୟ ସଞ୍ଜୟ ଭଦ୍ର ଏବଂ ତାଙ୍କ ଧର୍ମ ପତ୍ନୀ  ମାଆଙ୍କର ଏହି ପୂଜାର କର୍ତ୍ତା ଦାୟିତ୍ୱ ତୁଲାଇଛନ୍ତି । ଆସନ୍ତା ଶୁକ୍ରବାର ମାଆଙ୍କ ଭଷାଣିଯାତ୍ରା ଖୁବ ଜାକଜମକରେ ଅନୁଷ୍ଠିତ ହେବବୋଲି ସୂଚନା ରହିଛି। ତା ପୂର୍ବ ଦିନ ଗୁରୁବାର ସମାହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠତ ହେବ l

MORE NEWS