ପିପିଲି: ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ,ଯୋଗଦେଲେ ଜିଲାପାଳ
Pipili, Puri | Sep 15, 2025 ଆଜି ପୂର୍ବାହ୍ନ ୧୧ଟାରେ ଡେଲାଙ୍ଗ ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି। ଦିବ୍ୟାଙ୍ଗ, ବାର୍ଦ୍ଧକ୍ୟ, ବିଧବା ଭତ୍ତା ସହ ପ୍ରଧାନ ମନ୍ତ୍ରୀ ଆବାସ, ଅନ୍ତୋର୍ଦୟ ଗୃହ ଯୋଜନା ଆଦି ବିଷୟରେ ଏକାଧିକ ଅଭିଯୋଗ ଶୁଣାଣି ହୋଇଛି । ଏଥି ସହ ବେଆଇନ ବାଲି ଖଣି ଲୁଟ ଅଭିଯୋଗ ହୋଇଥିବା ବେଳେ ମୁଖ୍ୟତଃ ଗଙ୍ଗୁଆ ଜଳ ସମସ୍ୟା କୁ ନେଇ ଜିଲ୍ଲାପାଳ ଙ୍କୁ ସ୍ଥାନୀୟ ଡେଲାଙ୍ଗ ବାସୀ ଅଭିଯୋଗ ଜଣାଇଛନ୍ତି । ଜିଲ୍ଲାପାଳ ଦିବ୍ୟଜୋତି ପରିଡା, ପୁରୀ ଏସପି ପ୍ରତୀକ ସିଂହ, ଅତିରିକ୍ତ ଏସପି ସଚିନ ପଟେଲ, ଡେଲାଙ୍ଗ ବ୍ଲକ ବିଡ଼ିଓ ଓ ପିପିଲି ଏସଡିପିଓ ପ୍