ବାଲିକୁଦା: ବାଲିକୁଦା ବ୍ଲକ ତିହୁଡି. ମରିଚପୁର ମୁଖ୍ୟ ରାସ୍ତା କାର୍ଯ୍ୟ ନିମ୍ନମାନର ନେଇ ପ୍ରତିବାଦ ପ୍ରତିକ୍ରିୟା ରଖିଲେ ଅଞ୍ଚଳ ବାସୀ
ବାଲିକୁଦା ବ୍ଲକ ତିହୁଡି. ମରିଚପୁର ମୁଖ୍ୟ ରାସ୍ତା କାର୍ଯ୍ୟ ନିମ୍ନମାନର ନେଇ ପ୍ରତିବାଦ ପ୍ରତିକ୍ରିୟା ରଖିଲେ ଅଞ୍ଚଳ ବାସୀ ବାଲିକୁଦା ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ମାଳ ମରିଚପୁର ଅଞ୍ଚଳର ୮ ପଞ୍ଚାୟତର ଜୀବନରେଖା କୁହାଯାଇଥିବା ତିହୁଡି. ମରିଚପୁର ମୁଖ୍ୟରାସ୍ତା କାର୍ଯ୍ୟ ପୂର୍ବ ବିଭାଗ ପକ୍ଷରୁ ପ୍ରାୟ ୨୪କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କରାଯାଇଛି ହେଲେ ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ସହ କାର୍ଯ୍ୟରେ ଅନିୟମିତତା ହେଇଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ ଏହାର ପ୍ରତିବାଦର ଆଜି ଦିନ 12 ଘଟିକା ସମୟରେ ଏହି ରାସ୍ତା ନିର୍ମାଣ ପ୍ରାରମ୍ଭରେ ତିହୁ